in

Paralakhemundi ACF Death | Driver Of Car In Which Bidyabharati Travelled Speaks Up



Paralakhemundi ACF Death | Driver Of Car In Which Bidyabharati Travelled Speaks Up

OdishaTV is Odisha’s no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website
News In Odia: https://khabar.odishatv.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://live.odishatv.in/
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV #OTV

46 Comments

  1. Are bhai sei kerosine bottle ta ra FOREIGNSIC test karidia janapadijiba. Jadi anya lokara finger print aasila tahele se nijaku bancheiba kemiti aage bhabiba au ta pare sabu sata katha manijiba. Karana kathare nahi " Aape banchile bapa ra naan."

  2. କହି ଦଉନ କାହିଁକି ? ଜମା ଜାକନି ହେ ଭାଇନା ।ଭକ୍ତ ସାଲବେଗ ରଚିତ ଆହେ ନୀଳ ଶଇଳ ଜଣାଣ କଣ ଗାଁ ଇସ୍କୁଲ ରୁ ଶିଖିନ କି ?

  3. Media Bhai Mane Tk E Driver Nka Upare Najar Rakhithibe…. Yanka Video Ta Jou Otv Reh Dekheila…. Yanka Family Ki Yanka Job Upare Kicchi Kharap Prabhav Padi paree
    .. Apana Nka News Chakkar Reh Jemty E Driver Bhai Nka Kicchi Asubidha Na Heuu… Yara Dhyana Rakhithibe….. E katha Apana Bi Janichanti Mu Bi Janichi Bahut Powerfool loka Ethire Involve Acchanti………

  4. ଏଠି ଅନ୍ଧ ଆଇନି.ନାରୀ ପାଇଁ ଲଙ୍କା ନଷ୍ଟ ହେଇ ଯାଇଥିଲା ଯୋଉ ନାରୀ ପାଇଁ ମହାଭାରତ ହେଇଚି ଯୋଉ ନାରୀ ପାଇଁ ପ୍ରଭୁ ଶ୍ରୀ କୃଷ୍ଣ ଗୋପ ଛାଡି ଚାଲି ଯାଇଥିଲେ ଇଏ ବି ସେଇ ନାରୀ. ଯାହାକୁ ସଂମାନ ଦେବାକୁ କୁହା ଯାଉଛି ସେ କଣ ଯୋଗ୍ୟ କି. ଯଉବନ ଦେଖେଇ ଆଜି କାଲି ଟୋକି ମନେ ପୁରୁଷ ଜାତି କୁ ବଦନାମ କରୁଛ.

  5. ଭାଇ ମାନେ, ମୁଁ ଗୋଟେ ନିୟୁଜ ରେ ସେଇ କଥା ଲେଖି ଥିଲି ଯେ, ଏ ମିଡ଼ିଆ ଭାଇ ମାନେ ଯୋଉଠି ପଚାରିବା କଥା ସେଠି ପଚାରୁନାହାନ୍ତି, ପ୍ରକୁତ ସାଧାରଣ ଲୋକଙ୍କୁ, ହଇରାଣ, କରୁଛନ୍ତି, ଏ ଭାଇ ଯାହା କହୁଛନ୍ତି, ଠିକ, କାରଣ, ଯିଏ, ଚୋର, କି ଦୋଷୀ ତା କଥା ବାର୍ତ୍ତା, ଚାଲି ଚଳନରୁ ଜଣା ପଡ଼ିଯିବ, ପୋଲିସ ଵାଲା କଣ ଜାଣିପାରୁନାହାନ୍ତି, କାଇଁ ଏ ମିଡ଼ିଆ ଵାଲା ଏ ଭାଇ ଙ୍କୁ ଯେମିତି ବୁଲେଇ ବଙ୍କେଇ ପଚାରୁଛନ୍ତି, ଅନ୍ୟ ଯେଉଁ ମାନଙ୍କ ନା ଉଠୁଛି ତାଙ୍କୁ ସେମିତି, ପଚାରୁନ୍ତୁ, ନିୟମ ସମସ୍ତ ଙ୍କ ପାଇଁ ସମାନ ହଉ, କି ଦୋଷୀ, କିଏ ଭୁଲ କରିଛ ସେକଥା ପଡିନି, ସେକଥା ଅଦାଲତ ଆଉ ଆଇନି କହିବ, ହେଲେ ସମସ୍ତ କଁ ପାଇଁ ସମାନ ନିୟମ ଆଉ ବିଚାର ହେଉ, ଆଉ ଏ ଗରିବ ମାଇପ ସବୁରି ଶାଳୀ ଭଳିଆ କାମ ହବାଟା କେତେ ଦୂର ଠିକ ଆପଣ ମାନେ କୁହନ୍ତୁ ତ

  6. ଭାଇ ଏ ଦେଶର ଆଇନ ଗାଣ୍ଡିରେ ଏତେ ଦମ ନାହିଁ , କାରଣ ଏଠାରେ ସବୁ ତଦନ୍ତ କାରୀ
    ଅଧିକାରୀ ନାଳୁଆ ???

  7. ଗଜପତି ଏସ ପି ତପନ ପଟ୍ଟନାୟକ ମହୋଦୟ ଙ୍କୁ
    ଜଣା ଅଛି କେବଳ ବଡ଼ କେସ ରେ ବଡ଼ ଡିଲ୍ କରିବା, ଯାହା ରାଜଧାନୀ ର ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଖାକିପୋଷାକର ମର୍ଯ୍ୟାଦା ହାନୀ କରିଆସୁଥିବା ବ୍ୟକ୍ତି, ଆଉ ୩ ଦିନ ପରେ ବିଦାୟ ନେବେ । ନୂଆ ଏସ ପି ମହୋଦୟ କେମିତି ମଙ୍ଗ ସମ୍ଭାଳିବେ, ଦେଖିବା ବାକି ରହିଲା । ପାରଳାଖେମୁଣ୍ଡି ଥାନା ଆଇ ଆଇ ସି ବିବେକାନନ୍ଦ ସ୍ୱାଇଁ ଙ୍କୁ ବି ବାଇନାକୁଲର ରେ ନଜର ରଖିଛି ।