1 PM Headlines 14 June 2021 | Odisha TV



1 PM Headlines 14 June 2021 | Odisha TV

OdishaTV is Odisha’s no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: https://khabar.odishatv.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://live.odishatv.in/
YouTube: https://goo.gl/Ehz6OP
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV #OTV .

18 comments
  1. ।।? ରଜ ?।।

    ବରଷା ହେଉଚି ପବନ ହେଉଚି
    ପାଉନାହିଁ ମୋର ନେଟ
    ମନରୁ ମୋର ଶୁଭେଛା ଦେଉଚି
    ଆଗରେ ରଖି ତୋ ଫଟୋ ।

    ରଜ ପର୍ବରେ ତୋ ବାହାରି ହେଉନି
    ଲକ୍ ଡାଉନ୍ ଦେଇଚି କବାଟ
    ଏକା ଏକା ସାଙ୍ଗ ସବୁ ଖାଇବୁନି
    କାଟିବ ସାଙ୍ଗ ତୋ ପେଟ ।

    ଭାରୀ ଭଲ ଲାଗେ ମା ହାତର ସେ
    ଚୋଲି ବସା ପୋଡ଼ ପିଠା
    ପଣସ ସାଙ୍ଗରେ ଆମ୍ବ କାଟିଦିଏ
    ସଜେଇ ଦିଏ ମା ମିଠା ।

    ଆମ୍ବ ଗଛେ ପରା ସଜା ହୋଇଥାଏ
    ପଟା ଲଗା କେତେ ଦୋଳି
    ମିଲି ଝୁଲୁ ଥିଲେ ଝିଲି କହୁଥିଲ
    ଏକା କଣ୍ ତୋର ଦୋଳି।

    ପାନ ଖଣ୍ଡେ ଖାଈ ଦାଦା ଙ୍କ ପିଣ୍ଡାର
    ଧରି ବସିଯାଆନ୍ତି ଲୁଡୁ
    ସେପଟେ ମଉସା ତାସ ଖେଳୁଥାନ୍ତି
    ନାଲେ ବୋଡ଼ି ଯାଆନ୍ତି ସୁଦୁ ।

    ✍️ ଅନିରୁଦ୍ଧ ତିଆଡ଼ି
    ବାଲେଶ୍ୱର ଅଡ଼ା ( ମାଣିତ୍ରି )
    ମୋ – 7735184098

  2. କୋରନା ହେଲାଣି ବହୁତ୍ ବଡ଼ କାଳ
    Lockdown ରେ Dipression କରୁଛି ବିକଳ
    ହେ ଜଗନ୍ନାଥେ ପ୍ରାଣୀଙ୍କ ଆରତକୁ ଟିକେ ତ ସମ୍ଭାଳ
    ନ ହେଲେ କାଳ ଟା ପାଲଟିଯିବ ହେ ଅକାଳ ।

    ??????

Comments are closed.

Previous Post

AMC Stock – Seems Like Elon Musk About To Join?!

Next Post

SpaceX Starlink Mission in SFS!!| SpaceFlight Simulator

Related Posts
Total
0
Share